ଉତ୍ତରପ୍ରଦେଶରେ ଛାତିଥରା ଅଘଟଣ : ଶ୍ମଶାନ ଛାତ ଭୁଶୁଡ଼ି ୨୩ ମୃତ

୨୦ରୁ ଅଧିକ ଆହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଗାଜିଆବାଦ : ରବିବାର ଉତ୍ତରପ୍ରଦେଶ ମୁରାଦନଗର ଶ୍ମଶାନ ଘାଟରେ ଥିବା ଏକ ଆଶ୍ରୟସ୍ଥଳୀ ଛାତ ଭୁଶୁଡ଼ି ୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ବନ୍ଧୁ ପରିଜନମାନେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ … Continue reading ଉତ୍ତରପ୍ରଦେଶରେ ଛାତିଥରା ଅଘଟଣ : ଶ୍ମଶାନ ଛାତ ଭୁଶୁଡ଼ି ୨୩ ମୃତ